ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର।

ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର।

ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର।

ବ୍ରହ୍ମପୁର ରେଳବାଇ ଥାନା ଅନ୍ତର୍ଗତ ପଞ୍ଚମା ରେଳ ଧାରଣାରୁ ଏକ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି। କୌଣସି ଏକ ଟ୍ରେନ ରେ କଟି ମୃତ୍ୟୁ ଘଟିଥିବା ବେଳେ ମୃତ ଦେହ ଜଣେ ଯୁବକ ର ଓ ତାର ପରିଚୟ ମିଳିନାହିଁ। ପୋଲିସ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛନ୍ତି।