ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ!ମାତ୍ର ୫୨ ବଲ୍ରେ ଦ୍ୱିଶତକ,
ଲିଷ୍ଟ-A କ୍ରିକେଟ୍ରେ ବିଶ୍ୱରେକର୍ଡଭାରତୀୟ ଯୁବ କ୍ରିକେଟ୍ର ନୂଆ ଚର୍ଚ୍ଚିତ ନାମ ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂରେ ଇତିହାସ ରଚିଛନ୍ତି। ୟୁଏଇ ବିପକ୍ଷରେ ମାତ୍ର ୫୨ଟି ବଲ୍ରେ ଦ୍ୱିଶତକ ହାସଲ କରି ସେ ଲିଷ୍ଟ-A କ୍ରିକେଟ୍ରେ ବିଶ୍ୱରେକର୍ଡ କରିଥିବା ଖବର ସାମ୍ନାକୁ ଆସିଛି।
ଏହି ଇନିଂସ ଯୁବ କ୍ରିକେଟ୍ ଜଗତରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି।#VaibhavSuryavanshi #Cricket #WorldRecord #TheInformationMedia
