ମାତୃ ସମ୍ମିଳନୀ ପାଳନ ଅନୁଷ୍ଠିତ ହୋଇଯାଇଛି।

ମାତୃ ସମ୍ମିଳନୀ ପାଳନ ଅନୁଷ୍ଠିତ ହୋଇଯାଇଛି।

ମାତୃ ସମ୍ମିଳନୀ ପାଳନ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଖୁଣ୍ଟୁଲିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ପ୍ରମୋଦିନୀ ପଣ୍ଡା(ଅଙ୍ଗନ ବାଡ଼ି କର୍ମୀ)ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭକାମନା କରି ମାତୃ ମଣ୍ଡଳୀକୁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍ ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଶତାଧିକ ମାଆ ଅଂଶ ଗ୍ରହଣ କରିଥିଲେ।ଶ୍ରୀଯୁକ୍ତ ନିରଞ୍ଜନ ପରଡିଆ ମାତୃଭାରତୀ ଗଠନ କରିଥିଲେ।ଶ୍ରୀମତୀ ତରଙ୍ଗିନୀ ସାହୁ ପରିଚାଳନା କରିଥିବାବେଳେ ସୁଶ୍ରୀ ସାନ୍ତ୍ବନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା, ଗୁରୁଜୀ ଓ ସେବିକା ମାନେ ସାହାଯ୍ୟ କରିଥିଲେ।