ଭୋଇପାଲି କଲ୍ୟାଣ ମଣ୍ଡପ ଠାରେ ପରିବେଶ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୋଇପାଲି କଲ୍ୟାଣ ମଣ୍ଡପ ଠାରେ ପରିବେଶ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭୋଇପାଲି କଲ୍ୟାଣ ମଣ୍ଡପ ଠାରେ ପରିବେଶ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଭୋଇପାଲି ଗ୍ରାମ ଠାରେ ଅମର ଜ୍ୟୋତି କ୍ଲବ ଭୋଇପାଲି ଓ ଲାୟନ୍ସ କ୍ଲବ ଥୁଆପାଲି ମିଳିତ ଆନୁକୁଲ୍ୟରେ ଭୋଇପାଲି କଲ୍ଯାଣ ମଣ୍ଡପ ଠାରେ ପରିବେଶ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ବନଖଣ୍ଡ ଅଧିକାରୀ ଆର ସିଂ ଓ ସମ୍ମାନୀତ ଅତିଥି ଭାବେ ବରଗଡ ଜିଲ୍ଲା ପରିବେଶ ର ଆବାହକ ମିନକେତନ ସାହୁ, ପରିବେଶ, ବୃକ୍ଷ ରୋପଣ, ବୃକ୍ଷ ର ଯତ୍ନ ନେବା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ଅମର ଜ୍ୟୋତି କ୍ଲବ, ଲାୟନ୍ସ କ୍ଲବ ପକ୍ଷରୁ ଅତିଥି ମାନଙ୍କୁ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇ ଥିଲେ, ଶିଶିର କୁମାର ଭୋଇ।