ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ୧୫ତମ ନିଯୁକ୍ତିମେଳା: ୪୬୨୩ ଜଣଙ୍କୁ ନିଯୁକ୍ତିପତ୍ର
ଭୁବନେଶ୍ୱର:Kalinga Stadium ଠାରେ ଆୟୋଜିତ ୧୫ତମ ନିଯୁକ୍ତିମେଳାରେ ସରକାର ୭ଟି ବିଭାଗର ୪୬୨୩ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୪୧୧୩ ଜଣ ନିଯୁକ୍ତି ପାଇଛନ୍ତି।ଏହି ଅବସରରେ Mohan Charan Majhi କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ ହେଉଛନ୍ତି ସରକାରଙ୍କ ପ୍ରକୃତ ମୁହଁ ଏବଂ ସମସ୍ତଙ୍କ ଲକ୍ଷ୍ୟ ହେଉଛି ଶେଷ ଶ୍ରେଣୀର ଲୋକଙ୍କ ପାଖକୁ ସରକାରୀ ସେବା ପହଞ୍ଚାଇବା।ନବନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। 💐

