ବାଇକକୁ ଧକ୍କା ଦେଲା କାର ବାଇକ୍ ଚାଳକ ଗୁରୁତର
ପୋଲସରା :ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତ ନରସିଂହ ପଲ୍ଲୀ ଠାରେ ସଡ଼କ ଦୁର୍ଘଟଣା ,ବାଇକ କୁ ଧକ୍କା ଦେଲା କର୍ ,ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ପ୍ରଥମେ ପୋଲସରା ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
