ଦୀର୍ଘ ବର୍ଷ ଧରି ପତିଆରା ଜମାଇଛନ୍ତି ସରକାରୀ ବାବୁ । ବଦଳି ନିୟମ ଲାଗୁ ହେଉନି ଅଧିକାରୀଙ୍କୁ ।

ଦୀର୍ଘ ବର୍ଷ ଧରି ପତିଆରା ଜମାଇଛନ୍ତି ସରକାରୀ ବାବୁ । ବଦଳି ନିୟମ ଲାଗୁ ହେଉନି ଅଧିକାରୀଙ୍କୁ ।

ଦୀର୍ଘ ବର୍ଷ ଧରି ପତିଆରା ଜମାଇଛନ୍ତି ସରକାରୀ ବାବୁ । ବଦଳି ନିୟମ ଲାଗୁ ହେଉନି ଅଧିକାରୀଙ୍କୁ ।ଗଜପତି,(ମନୋଜ ପାଢ଼ୀ)ବର୍ଷ ବର୍ଷ ଧରି ନିଜର ପତିଆରା ବଜାୟ ରଖିଛନ୍ତି ପ୍ରଶାସନିକ ଅଧିକାରୀ । ବଦଳି ହେବାର ନା ଧରୁନାହାଁନ୍ତି । କୋଳି ଖାଇ ମଞ୍ଜି ବି ପୋତା ହୋଇଗଲାଣି । ହେଲେ ସରକାରୀ ବାବୁ ମାନଙ୍କ ବଦଳି ହେବାର ନାମ ନେଉନାହାନ୍ତି । ଏପରି ଘାଟନା ଦେଖିବା କୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ କାର୍ଯ୍ୟାଳୟରେ । ଏହି ବାବୁ ମାନଙ୍କ ନାମରେ ଅନେକ ଥର ନାମୀ ଦାମୀ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଛି ଦୁର୍ନୀତି କୁ ନେଇ ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତ ଓ ତୁରନ୍ତ ବଦଳି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମତର ଖିଛନ୍ତି ବୁଦ୍ଧିଜୀବୀ । ସେହି ପରି ରା, ଉଦୟଗିରି ବ୍ଲକର ବିଡିଓ , ତହସିଲଦାର , ଯନ୍ତ୍ରୀ ଓ କର୍ମଚାରୀ ମାନେ ୭ ରୁ ୧୫ ବର୍ଷ ପର୍ଯ୍ୟନ୍ତ ରହିଆସୁଛନ୍ତି ଏମାନଙ୍କୁ ବଦଳି ହେଲେ ଭୂବେନଶ୍ଵର ସଚିବାଳୟରେ ଅଧିକାରୀ ମୁଠା ଟଙ୍କା ନିଜର ବଦଳି ରଦ୍ଦ କରାଯାଉଥିବା ଅଭିଯୋଗ ହେଉଛି । ବିଜେପି ଦଳ ନିର୍ବାଚନ ପୁର୍ବ କରିଆସୁଥିଲେ ବିଭିନ୍ନ ବ୍ଲକ ଅଧିକାରୀ ଓ କର୍ମଚାରୀ ବହୁ ବର୍ଷ ଗାଦି ମାଡ଼ି ବସିଥିବା ଅଧିକାରୀ ଓ କର୍ମଚାରୀ ଆମେ ନିର୍ବାଚନ ହୋଇ ଆସିଲେ ସେମାନଙ୍କୁ ବଦଳି କରାଯିବ ବୋଲି କହିଥିଲେ ନିର୍ବାଚନ ହୋଇ ଶାସନ ଆସିଲା ପରେ ସବୁ ପ୍ରତିଶୃତି ଭୂଲିଗଲେ ଡବଲ ଇଞ୍ଜିନି ସରକାର । ଦୁର୍ନିତୀ ଅଧିକାରୀ ନାମରେ ବିଭିନ୍ନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି କିନ୍ତୁ ବିଜେପି ସରକାର କାହିଁକି ତପୁ ରହିଛନ୍ତି ସାଧାରଣରେ ପ୍ରଶ୍ନ ହେଉଛି ।