ପୁଟପୁପପାଲି ଠାରେ ବିଜେପି ପକ୍ଷରୁ ସରକାରୀ ଯୋଜନା ଆଲୋଚନା ହୋଇଥିଲା।

ପୁଟପୁପପାଲି ଠାରେ ବିଜେପି ପକ୍ଷରୁ ସରକାରୀ ଯୋଜନା ଆଲୋଚନା ହୋଇଥିଲା।

ପୁଟପୁପପାଲି ଠାରେ ବିଜେପି ପକ୍ଷରୁ ସରକାରୀ ଯୋଜନା ଆଲୋଚନା ହୋଇଥିଲା।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ ପାହାଡ଼ଶ୍ରୀଗୀଡା ମଣ୍ଡଳ ସିଲାଟ ଗ୍ରାମ ପଂଚାୟତ ପୁଟପୁଟପାଳି ଗ୍ରାମର ବିଜେପି ନେତ୍ରୀ ସୌଦାମିନୀ ଭୋଇ ଙ୍କ ନେତୃତ୍ୱରେ ପୁଟପୁଟପାଳି ଠାରେ ବିଜେପି ର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ପଂଚାୟତ ର ଉନ୍ନତି ମୁଳୁକ କାମ କିପରି ହେବ, ଚାଷୀ କିପରି ଲାଭଵାନ ହେବେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କର ଯୋଜନାରୁ ପ୍ରକୃତ ହିତାଧିକାରୀ କିପରି ବଞ୍ଚିତ ନ ହେବେ ଓ ୩୩ % ମହିଳା ଆରକ୍ଷଣ ବିଷୟରେ ବୈଠକ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। କମିଟି ର ଆଗ୍ରହ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ (ଅନୁସୂଚିତ ଜାତି ମୋର୍ଚ୍ଚା ) ତଥା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ କୁଶ କୁମ୍ଭାର ବୈଠକ ରେ ଉପସ୍ତିତ ଥିଲେ ଓ ଉପସ୍ଥିତ ରହି ବିଜେପି ସଂଗଠନ ଜନ ମାନସରେ ଆଦୃତ ହେବ ଆଲୋଚନା କରି ନିଜସ୍ବ ଅଭିଜ୍ଞତା ପ୍ରଦାନ କରିଥିଲେ।