ଏକ ଟ୍ରେଲର ସହିତ ଟ୍ରକର ଧକ୍କା ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକମାନଙ୍କ ମଧ୍ୟରେ ୯ ମହିଳା, ୨ ଶିଶୁ, ଜଣେ କିଶୋର ଓ ଜଣେ ଛଅ ମାସର ଶିଶୁ ମଧ୍ୟ ରହିଛି।

News, Information & Public Voice