ଜଙ୍ଗଲି ମାଇ କୁଟୁରା ଛୁଆ ଥାନା ପରିସରରେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର ପରେ ମୃତ୍ୟୁ

ଜଙ୍ଗଲି ମାଇ କୁଟୁରା ଛୁଆ ଥାନା ପରିସରରେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର ପରେ ମୃତ୍ୟୁ

ଜଙ୍ଗଲି ମାଇ କୁଟୁରା ଛୁଆ ଥାନା ପରିସରରେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର ପରେ ମୃତ୍ୟୁ

ରାୟଗଡ ( info media) ଜଙ୍ଗଲି ମାଇ କୁଟୁରା ଛୁଆ ଥାନା ପରିସରରେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର ପରେ ମୃତ୍ୟୁ ହୋଇଛି ।ଏହି ଦୃଶ୍ୟଟି କଲ୍ୟାଣସିଂହପୁର ସଦର ମହକୁମାରେ ଦେଖୁବାକୁ ମିଳିଛି ।ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ର ରେ ବନବିଭାନ ଭାଗ ପକ୍ଷରୁ ଜଙ୍ଗଲୀ ମାଈ କୁଟୁରା ଉଦ୍ଧାର କରିବା ପରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଙ୍ଗଲରୁ କୁଟୁରା ଛୁଆଟି କେଉଁ ଆଡୁ ଆସି ଥାନା ପାଚେରୀ ଡେଇଁ ଥାନା ଭିତରେ ପସି ରହିଥିଲା । ଏହାକୁ କିଛି ପୁଲିସ ଦେ ଦେଖୁ କୁଟୁରା କୁ ଉଦ୍ଧାର କରିବା ପରେ ବନବିଭାଗ କୁ ଡାକି ହସ୍ତାନ୍ତର କରିଥିଲେ । ଏହାକୁ ମାଡ଼ ହୋଇଥିବାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ନେଉଥିବା ବାଟରେ ତାର ମୃତ୍ୟୁ ହୋଇଯାଇଛି ଉକ୍ତ ଖର୍ଚ ଖବର ପାଇ ଏସି ଏଫ ଓ ସତୀଶ ଧାରୁଆ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ତାଙ୍କ ସହ ରେଞ୍ଜର ସଚ୍ଚିଦାନନ୍ଦ ପରିଡା, ବନପାଳ ବରଖା ରାଣୀ ପାତ୍ର, ବନରଖ୍ ବି. ଭାସ୍କର ସମେତ କଲ୍ୟାଣ ସିଂହପୁର ବନ କର୍ମଚାରି ଉପସ୍ଥିତ ରହିଥିଲେ।ପ୍ରାଣୀଚିକିତ୍ସା କେନ୍ଦ୍ରର ଡକ୍ଟର ଅସିମ କୁମାର ଦାସ ପହଞ୍ଚି କୁଟୁରା କୁ ବ୍ୟବଛେଦ କରିବା ପରେ ତାହାକୁନର୍ସରି ଭିତରେ ଗାତଖୋଳି ପୋତି ଦେଇଥିଲେ । ଉକ୍ତ କୁଟୁରାଟି ପ୍ରାୟ ଦୁଇ ବର୍ଷ ହେ ରହିବ ବୋଲି ବନ ହେବା ସହ ୧୫ କିଲୋ ଓଜନ ବନାଞ୍ଚଳ ଅଧିକାରୀ ଶ୍ରୀ ପରିଡା କହିଛନ୍ତି । ଏହି ଘଟଣାକୁ ନେଇ ଏସିଏଫ ସହ ସମସ୍ତ କର୍ମଚାରୀ ମାନେ ଥାନାକୁ ଯାଇ ଅଧୂକ ତଦନ୍ତ କରିଥିବା ଦେଖ‌ିବାକୁ ମିଳିଛି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ