ଗଞ୍ଜାମ ଜିଲ୍ଲା ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଲେ। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି।
Related Posts
ରାୟଗଡା ଅଟୋନୋମସ୍ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡା ଅଟୋନୋମସ୍ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆୟୋଜିତ ରାୟଗଡା,:- ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶନାଏ, ରାୟଗଡା ଅଟୋନୋମସ୍ କଲେଜରେ ମାସିକ ଯୁବ ସଂସ୍କାର…
ଓଡ଼ିଆ ନବ ବର୍ଷ ବିଶୁବ ସଂକ୍ରାନ୍ତି ଆମ ଜାତୀୟ ଅସ୍ମିତାର ଦ୍ୟୋତକ : କଳାକାର ମହାସଂଘ
ଓଡ଼ିଆ ନବ ବର୍ଷ ବିଶୁବ ସଂକ୍ରାନ୍ତି ଆମ ଜାତୀୟ ଅସ୍ମିତାର ଦ୍ୟୋତକ : କଳାକାର ମହାସଂଘ କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ…
୧୦ ଜଣ ମହିଳାଙ୍କୁ ଭୟ ଦେଖାଇ ଅନୈତିକ ସମ୍ପର୍କ ରଖୁଥିଲେ ୬୦ ବର୍ଷର ବୃଦ୍ଧ, ସମସ୍ତେ ମିଶିଯାଇ ସିଧା ଜାଳିଦେଲେ, ପରେ ।
୧୦ ଜଣ ମହିଳାଙ୍କୁ ଭୟ ଦେଖାଇ ଅନୈତିକ ସମ୍ପର୍କ ରଖୁଥିଲେ ୬୦ ବର୍ଷର ବୃଦ୍ଧ, ସମସ୍ତେ ମିଶିଯାଇ ସିଧା ଜାଳିଦେଲେ, ପରେ । ଆର,ଉଦୟଗିରି,୯।୬(ମନୋଜ କୁମାର ପାଢୀ):…
