ଗଞ୍ଜାମ ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ବ୍ରହ୍ମପୁର ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର । ଆଜି ତପ୍ତପାଣି ପାନ୍ଥ ନିବାସ ଓ ବ୍ରହ୍ମପୁର ରେଳ ଷ୍ଟେସନର ନିରୀକ୍ଷଣ କରାଯାଇଛି । ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ୍, ଗଞ୍ଜାମ ଏସପି, ବ୍ରହ୍ମପୁର ଏସପି ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଓଡ଼ିଶାର ଝିଅଙ୍କ ସ୍ୱାଗତ ପାଇଁ ଗଞ୍ଜାମ ପ୍ରସ୍ତୁତ ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଆଗାମୀ ବ୍ରହ୍ମପୁର ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର ।
