ଗଞ୍ଜାମ ଜିଲ୍ଲା #ବାଇକ୍_ଚୋରୀ_ରାକେଟ_ଠାବ
ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗାଡି ଚୋରୀ ରାକେଟ୍ ଠାବ,ଜଣେ ଅଭିଯୁକ୍ତ ଗିରଫ ହେବା ସହ ୧୧ଟି ଦୁଇ ଚକିଆ ଗାଡ଼ି ଜବତ l ଗିରଫ ଅଭିଯୁକ୍ତ ଜଣକ ହେଲେ କେ ନୂଆଁ ଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗାଁ ର ବି ସନ୍ତୋଷ ପାତ୍ର l ଜବତ ଗାଡ଼ିର କିଛି ପ୍ରକୃତ ମକିକଙ୍କୁ ତାଙ୍କ ଗାଡ଼ି ଫେରସ୍ତ କରାଯାଇଛି l ଗଣେଶ ପାଣିଗ୍ରାହୀ ରିପୋର୍ଟ
