ଗଞ୍ଜାମ ଜିଲ୍ଲା ଧରାକୋଟ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଗଞ୍ଜାମ ବରଡାବିଲି ନୁଆ ସାଇ ଉପକଣ୍ଠ ନହରକଣ୍ଟା ବରଡାବିଲି ନୁଆ ସାଇ ୪ ନମ୍ବର ୱାର୍ଡରେ ବର୍ଷା ପାଣି ପଶି ଦୁର୍ଦ୍ଦଶାରେ ପ୍ରାୟ ୩ ହଜାର ଲୋକ । ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ପାଣି ନିଷ୍କାସନରେ ଦେଖାଦେଇଛି ବାଧା । ଗାଁର ପ୍ରମୁଖ ରାସ୍ତା ଉପରେ ପ୍ରାୟ ୩ ଫୁଟ୍ ର ବର୍ଷା ପାଣି ଜମି ରହିଛି । ବର୍ଷା ପାଣି ଯୋଗୁଁ ୩୦ଟି ଘର ଭିତରେ ପଶିଛି ପାଣି । ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଧରାକୋଟ ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି
