ଗଞ୍ଜାମର ଆର୍ମି ଏୟାର ଡିଫେନ୍ସ କଲେଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗଞ୍ଜାମର ଆର୍ମି ଏୟାର ଡିଫେନ୍ସ କଲେଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗଞ୍ଜାମର ଆର୍ମି ଏୟାର ଡିଫେନ୍ସ କଲେଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗଞ୍ଜାମ, ଗଣେଶ ପାଣିଗ୍ରାହୀ:ଗଞ୍ଜାମ ଜିଲ୍ଲାର ଆର୍ମି ଏୟାର ଡିଫେନ୍ସ କଲେଜରେ ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇ ସେନାର ଅଧିକାରୀମାନଙ୍କ ସହ ସାକ୍ଷାତ କରିଛନ୍ତି।ଏହି ଅବସରରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ସେନାର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଦେଶର ସୁରକ୍ଷା ଓ ସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ମତବିନିମୟ କରିଥିଲେ।ଆର୍ମି ଏୟାର ଡିଫେନ୍ସ କଲେଜରେ ରାଷ୍ଟ୍ରପତିଙ୍କ ଉପସ୍ଥିତିକୁ ନେଇ ସେନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।ରିପୋର୍ଟ: ଗଣେଶ ପାଣିଗ୍ରାହୀ