ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ ।

ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ ।

ଅରିନ୍ଦମ ରାୟଙ୍କ ପାଇଁ ବଢ଼ୁଛି ଅଡୁଆ ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ଅଶାଳୀନ ମନ୍ତ୍ୟବକୁ ନେଇ ତେଜୁଛି ଅସନ୍ତୋଷ । ଆଜି ପୁଣି କଟକରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ । କେଶରପୁର ମେରିଆବଜାର ଦୁର୍ଗାମଣ୍ଡପ ନିକଟରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । କିଛି ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ଘଟଣା ପରେ, ଗଣମାଧ୍ୟମ ଉପରେ ବର୍ଷିଥିଲେ ଅରିନ୍ଦମ । ଗଣେଶ ପାଣିଗ୍ରାହୀ ରିପୋର୍ଟ