କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅବକାରୀ ଇନ୍ଚାର୍ଜ ୪୦ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ମାଡ଼ିବସିଛି। ମଦ ବେପାରୀଙ୍କୁ ନିୟମିତ ଭାବେ ମାସିକ ବଟି ନେଉଥିବା ଅଭିଯୋଗ ମଧ୍ୟ ଆସିଛି।
Related Posts
କାର୍-ଅଟୋ ମୁହାଁମୁହିଁ: ୫ରୁ ଊର୍ଦ୍ଧ୍ୱ ଆହତ
କାର୍-ଅଟୋ ମୁହାଁମୁହିଁ: ୫ରୁ ଊର୍ଦ୍ଧ୍ୱ ଆହତ ଆର, ଉଦୟଗିରି,୧୫ା୧୦(ମନୋଜ କୁମାର ପାଢୀ) : ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଗୁଣ୍ଡିମା ଛକ ନିକଟରେ ଏକ କାର୍…
ଘରେ ଘରେ ସ୍ୱାସ୍ଥ୍ୟ ସେବା; ଟିପିଏସ୍ଓଡିଏଲର ଏମ୍ଏଚଡି ସେବା ଦକ୍ଷିଣ ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଆଣିଛି
ଘରେ ଘରେ ସ୍ୱାସ୍ଥ୍ୟ ସେବା; ଟିପିଏସ୍ଓଡିଏଲର ଏମ୍ଏଚଡି ସେବା ଦକ୍ଷିଣ ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଆଣିଛି ଏକ ବ୍ୟାପକ ପରିବର୍ତ୍ତନ- ଦୁର୍ଗମ ଜନଜାତି ବହୁଳ ଅଞ୍ଚଳରେ…
ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ_ଶୃଙ୍ଖଳା।
ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ_ଶୃଙ୍ଖଳା। ଜିଲ୍ଲା ରେ ପ୍ରତି ଦିନ ଘଟୁଥିବା *ଆଇନ ଶୃଙ୍ଖଳା* ପରିସ୍ଥିତି ବିଗିଡ଼ିବାରେ ଲାଗିଛି,ନାରୀ ନିର୍ଯାତନା, ହତ୍ୟା , ହିଂସା ,…
