ସଡ଼କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂତନ 6 ‘E’ ନୀତି ( Education, Enforcement, Engineering, Emergency, Environment & Evaluation ) ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାରେ ବରଦାନ ସଦୃଶ ହେବ। ଆସନ୍ତୁ ଦାୟିତ୍ୱବାନ ନାଗରିକ ଭାବେ ଏହି ମାର୍ଗଦର୍ଶିକାକୁ ସମ୍ମାନ ଦେବା।