ଚିତ୍ରକୋଣ୍ଡା: ଧାନ ଖଳାରେ ନିଆଁ ଲାଗି ୮ ଜଣ ଚାଷୀଙ୍କ ୧୨୦ ବସ୍ତା ଧାନ ସହ ୨୪୦ ବସ୍ତା ମାଣ୍ଡିଆ ପୋଡ଼ି ନଷ୍ଟ ହୋଇଯାଇଛି। ଦମକଳ ବାହୀନି ପହଞ୍ଚି ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ ସୁଦ୍ଧା ଖଳା ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି।
Related Posts
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌରପରିଷଦରେ ବୃକ୍ଷରୋପଣ।
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ରାୟଗଡ଼ା ପୌରପରିଷଦରେ ବୃକ୍ଷରୋପଣ। ରାୟଗଡ଼ା: ପ୍ରତିବର୍ଷର ପରମ୍ପରାକୁ ଅଗ୍ରସର କରି, ଚଳିତ ବର୍ଷ ମଧ୍ୟ “ସ୍ୱାୟତ୍ତ ଶାସନ ଦିବସ – ୨୦୨୫”…
ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ପଣସ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ଗଜପତି,୧୦ା୧୧(ମନୋଜ ପାଢୀ) ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଛି। ମୃତ ଯୁବକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ…
ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା।
ସୌମ୍ୟାଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା। ସୌମ୍ୟଶ୍ରୀ ବିଶି ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ବିଶାଳ…
