ଚିତ୍ରକୋଣ୍ଡା: ଧାନ ଖଳାରେ ନିଆଁ ଲାଗି ୮ ଜଣ ଚାଷୀଙ୍କ ୧୨୦ ବସ୍ତା ଧାନ ସହ ୨୪୦ ବସ୍ତା ମାଣ୍ଡିଆ ପୋଡ଼ି ନଷ୍ଟ ହୋଇଯାଇଛି। ଦମକଳ ବାହୀନି ପହଞ୍ଚି ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ ସୁଦ୍ଧା ଖଳା ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି।
Related Posts
ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ଉଦ୍ଧାର।
ସେକ୍ସ ରାକେଟ ଠାବ, ଦୁଇ ଯୁବତୀ ଉଦ୍ଧାର। ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଟାଟା ବେଞ୍ ଛକ ସ୍ଥିତ ଏକ ଲଜ୍ ରେ ଦେହ ବ୍ୟବସାୟ ଚାଲିଥିବା…
୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ପଞ୍ଚମ ଦିନ) ୧୧୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି।
୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ପଞ୍ଚମ ଦିନ) ୧୧୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି। ବରଗଡ – (ଭବାନୀ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି* ଗଜପତି, ତା.୧୭.୦୮.୨୦୨୬(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ…
