ଟିଭି ଟିକରା ଠାରେ ମହାସମାରୋହରେ ବିଶ୍ଵ କରମା ପୂଜା ପାଳିତ ହୋଇଯାଇଛି।
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଂଚାୟତ ଟିଭି ଟିକରା ଠାରେ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କର୍ତା ଭାବରେ ରଂଜନ ଚାନ୍ଦ ଓ ଧର୍ମପତ୍ନୀ ଲବଲି ଚାନ୍ଦ ଦାଇତ୍ବ ତୁଲାଇଥିଲେ।ଏହି ସମୟରେ ଲକ୍ଷ୍ମୀବନ୍ତ ବାଦୀ, ଜୋଶେ ବାଦୀ, ପ୍ରଫୁଲ ମେହେର, ବୁଲୁ, ସରୋଜ ଆକାଶ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ସୁବିଧା କରାଯାଇଥିଲା।
