Home / Odisha News

Odisha News

Sub Categories:Happy to helpLocal
ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ। ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ବାପା ବି ଆଈ ଟି କମ୍ପୁଟର ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ମିଶ୍ର ଓ ମମତା ମିଶ୍ରଙ୍କ ଝିଅ ହୋଇଥିବାରୁ ଶହ ଶହ ବିଆଇଟି ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ରିଚା ମିଶ୍ର ଆଜି ଏହି ସଫଳତା ହାସଲ କରିପାରିଛନ୍ତି। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ପଢୁଥ‌ିବା ରିଚା ପିଲାଟି ଦିନରୁ ପାଠପଢା ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ନେଇ ମତ ରଖୁଛନ୍ତି l ବି ଆଈ ଟି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳିକା ମମତା ମିଶ୍ର। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏହି ଦମ୍ପତିଙ୍କ ସବୁବେଳେ ପ୍ରଚେଷ୍ଟା ରହିଥ‌ିବା ବେଳେ ଝିଅର କ୍ୟାରିଅର ପାଇଁ ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି l ସୁନୀଲ ମିଶ୍ର ଓ ମମତା ମିଶ୍ର ଏହିଭଳି ଶିକ୍ଷାବିତ ପରିବାର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ।ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ...

ଗଞ୍ଜାମ ଜିଲ୍ଲା ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ l

ଗଞ୍ଜାମ ଜିଲ୍ଲା ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ l ଆସିକା:(୨୩/୫/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ଗଡର ବଡ଼ଦାଣ୍ଡ ସାହି ନିବାସୀ ସ୍ୱର୍ଗତ ତ୍ରିନାଥ ଗୌଡ଼ ଙ୍କ ଧର୍ମପତ୍ନୀ କୁନ୍ଦନ ଗୌଡ଼ ( ୯୦) ଙ୍କ ର ବାର୍ଦ୍ଧକ୍ୟ ଜନିତ କାରଣ...

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର : ଲଡକାପଲ୍ଲୀ ବାଙ୍କ ନିକଟରେ ଅଟୋ କୁ ଧକ୍କା ଦେଲା ବସ, 6 ମୃତ, ତିନି ରୁ ଉର୍ଦ୍ଧ ଗୁରୁତର

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର : ଲଡକାପଲ୍ଲୀ ବାଙ୍କ ନିକଟରେ ଅଟୋ କୁ ଧକ୍କା ଦେଲା ବସ, 6 ମୃତ, ତିନି ରୁ ଉର୍ଦ୍ଧ ଗୁରୁତର ପୁରୁଷୋତ୍ତମ ପୁର:-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡକାପଲ୍ଲୀ ବାଙ୍କ ରେ ଭୟାନକ ସଡ଼କ ଦୁର୍ଘଟଣା ଘଟିଛି l ଗ...

ମୋହନା ବ୍ଲକରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ସାଂସଦ ଓ ବିଧାୟକ ଦୁହେଁ ।

ମୋହନା ବ୍ଲକରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ସାଂସଦ ଓ ବିଧାୟକ ଦୁହେଁ । ଗଜପତି (ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ଦୀର୍ଘ ଦିନ ଧରି ପଡିରହିଥିବା ସ୍ୱାସ୍ଥ୍ୟ କାର୍ଡ ଗୁଡିକୁ ବ୍ରହ୍ମପୁର ସାଂସଦ ଡ଼. ପ୍...

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି,

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି… ଗଜପତି ୨୩।୬(ମନୋଜ କୁମାର ପାଢୀ): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗ...

କୁମାରି ଅନନ୍ୟା ପଧାନ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ+୨ ପରୀକ୍ଷା ୫୩୭ ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି।

କୁମାରି ଅନନ୍ୟା ପଧାନ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ+୨ ପରୀକ୍ଷା ୫୩୭ ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମ ର କୁମାରୀ ଅନନ୍ୟ...

ଜାତୀୟ ରାଜପଥ ଦୁର୍ଘଟଣା ରେ ବାପା ମୃତ ଝିଅ ଗୁରୁତର

ଜାତୀୟ ରାଜପଥ ଦୁର୍ଘଟଣା ରେ ବାପା ମୃତ ଝିଅ ଗୁରୁତର ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ସ୍କୁଟି ଚାଳକ ବାପା ଭଗବାନ ଗୌଡ ଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବ...

ନିଶା ମୁକ୍ତ ଗଜପତି ଅଭିଯାନର ସାରଥୀ

ନିଶା ମୁକ୍ତ ଗଜପତି ଅଭିଯାନର ସାରଥୀ ଗଜପତି ଜିଲ୍ଲାର ଯୁବ ଆଇପିଏସ ଅଧିକାରୀ : ରାକେଶ କୁମାର ସାହୁ..(ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପୂର୍ବତନ ସରପଞ୍ଚ ତଥା ରାଜ୍ୟ ବିଜେଡ଼ି ସମ୍ପାଦକ ମୋସା ମାଝୀ ଗିରଫ,କୋର୍ଟ ଚାଲାଣ)ଗଜପତି (ମନୋଜ ପାଢ଼ୀ) ଆଦ...

ଗଞ୍ଜାମ ଜିଲ୍ଲା କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି

ଗଞ୍ଜାମ ଜିଲ୍ଲା କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି ବୁଗୁଡା,୨୨/୦୫ : ବୁଗୁଡ଼ା ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଗତକାଲି ଅପରାହ୍ନରେ କାଳବୈଶାଖି ତାଣ୍ଡବରେ ବ୍ଯାପକ କ୍ଷୟକ୍ଷତି ଘଟି...

ଗଞ୍ଜାମ ଜିଲ୍ଲା ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ l

ଗଞ୍ଜାମ ଜିଲ୍ଲା ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ l ଆସିକା:(23/5/2026) (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବଡଦାଣ୍ଡ ସାହି ନିବାସୀ ତଥା ପୂର୍ବତନ ରାଜସ୍ୱ ନିରୀକ୍ଷକ ତୁମ୍ବନାଥ ଚୌଧୁରୀ ଙ୍କ 76 ବର୍ଷ ବୟସରେ ମୃତ୍ୟୁବରଣ ହୋଇଯାଇଛି...