Home / Odisha News

Odisha News

Sub Categories:Happy to helpLocal
ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ଗଜପତି (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଜିରାଙ୍ଗ ପଞ୍ଚାୟତର ଗାଲଗୋଣ୍ଡା ଓ ଗୁରା ସାହି ଗ୍ରାମରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ”ଲିନ୍ସି ଫାଉଣ୍ଡେସନ’ ଏବଂ ସହଯ...

ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା

ବିଦ୍ୟୁତ୍ ଆଘାତରେ ଜୀବନ ଦୀପ ଲିଭିଗଲା।( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟି ବଳିଆ ନାହାକ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ସହରର ରାଧାକୃଷ୍ଣ କମିଟି ପକ୍ଷରୁ ଆୟୋଜିତ ଅପେରା “ଯାତ୍ରା ସିଂ...

ଦୁଇ ଛାତ୍ର ଙ୍କ ସଲ୍ଲିଳ ସମାଧୀ।

ଦୁଇ ଛାତ୍ର ଙ୍କ ସଲ୍ଲିଳ ସମାଧୀ। ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳ ଛକରେ ଅବସ୍ଥିତ ଭୈରବ ବନ୍ଧରେ ଦୁଇ ଛାତ୍ର ଙ୍କ ସଲ୍ଲିଳ ସମାଧୀ ଘଟିଛି। ଦୁଇ ଛାତ୍ର ଙ୍କ ମଧ୍ୟରୁ ଜଣେ ବିଶିଷ୍ଟ ଔଷଧ ବ୍ୟବସାୟୀଙ୍କ ପୁଅ ଓ ଅନ୍ୟ ଜଣେ ମିଶି ଖରାର ର...

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ଠାରେ ବିଜେପି ର ବୈଠକ

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ଠାରେ ବିଜେପି ର ବୈଠକ ରାୟଗଡ (Info media)ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ପଞ୍ଚାୟତରେ ପଞ୍ଚାୟତ ସଭାପତ...

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ ରାୟଗଡ( info media): ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ ସମ୍ମାନ ଓ ସ୍ୱୀକ...

ମାଝୀଗୁଡା ମଣ୍ଡଳରେ 'ଜନ ଆକ୍ରୋଶ ମହିଳା ସମାବେଶ':

ମାଝୀଗୁଡା ମଣ୍ଡଳରେ ‘ଜନ ଆକ୍ରୋଶ ମହିଳା ସମାବେଶ’: ବିରୋଧୀଙ୍କ ମହିଳା ବିରୋଧୀ ମନୋଭାବ ବିରୁଦ୍ଧରେ ସ୍ୱର ଶାଣିତ ରାୟଗଡ( info media)ଭାରତୀୟ ଜନତା ପାର୍ଟି ପକ୍ଷରୁ କେସିଙ୍ଗପୁର ବ୍ଲକ ର ଶିକାରପାଇ ଠାରେ ଆ ମାଝୀଗୁଡା ମଣ୍ଡଳ ବ...

ରାୟଗଡ ଠିକାଦାର ସଙ୍ଘ ର ବୈଠକ ଅନୁଷ୍ଠିତ

ରାୟଗଡ ଠିକାଦାର ସଙ୍ଘ ର ବୈଠକ ଅନୁଷ୍ଠିତ ରାୟଗଡ ( info media) ରାୟଗଡା ଜିଲ୍ଲା ଠିକାଦାର ସଂଘ ତରଫ ରୁ ଏକ ବୈଠକ ଗୁଣୁପୁର ସହର ର ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେଅନୁଷ୍ଠିତ ହୋଇଯାଇଛି ଏଥିରେ ଏ କ୍ଲାସ,ସ୍ପେସିଆଲ କ୍ଲାସ ଓ ସୁପର କ୍ଲାସ ଠିକ...

ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍

ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍ ୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବାଝରିଗାଁ ବ୍ଲକ୍ ଚଚାଠାରେ ସ୍ଥାପିତ ହେଲା ଏହି ନୂଆ ସବଷ୍ଟେସନବ୍ରହ୍ମପୁର,ମଇ- ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦ...

ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ। ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ବାପା ବି ଆଈ ଟି କମ୍ପୁଟର ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ମିଶ୍ର ଓ ମମତା ମିଶ୍ରଙ୍କ ଝିଅ ହୋଇଥିବାରୁ ଶହ ଶହ ବିଆଇଟି ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ରିଚା ମିଶ୍ର ଆଜି ଏହି ସଫଳତା ହାସଲ କରିପାରିଛନ୍ତି। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ପଢୁଥ‌ିବା ରିଚା ପିଲାଟି ଦିନରୁ ପାଠପଢା ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ନେଇ ମତ ରଖୁଛନ୍ତି l ବି ଆଈ ଟି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳିକା ମମତା ମିଶ୍ର। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏହି ଦମ୍ପତିଙ୍କ ସବୁବେଳେ ପ୍ରଚେଷ୍ଟା ରହିଥ‌ିବା ବେଳେ ଝିଅର କ୍ୟାରିଅର ପାଇଁ ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି l ସୁନୀଲ ମିଶ୍ର ଓ ମମତା ମିଶ୍ର ଏହିଭଳି ଶିକ୍ଷାବିତ ପରିବାର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

ଗଞ୍ଜାମ ଜିଲ୍ଲା ଯୁକ୍ତଦୁଇ_ବିଜ୍ଞାନରେ_ରିଚା_ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ।ଆସିକା, ୨୩/୫/୨୬ (ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ...

ଗଞ୍ଜାମ ଜିଲ୍ଲା ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ l

ଗଞ୍ଜାମ ଜିଲ୍ଲା ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ l ଆସିକା:(୨୩/୫/୨୬ )(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ଗଡର ବଡ଼ଦାଣ୍ଡ ସାହି ନିବାସୀ ସ୍ୱର୍ଗତ ତ୍ରିନାଥ ଗୌଡ଼ ଙ୍କ ଧର୍ମପତ୍ନୀ କୁନ୍ଦନ ଗୌଡ଼ ( ୯୦) ଙ୍କ ର ବାର୍ଦ୍ଧକ୍ୟ ଜନିତ କାରଣ...