ପେକେଟ ଗ୍ରାମର ଭୁଷ୍କଳନ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ।ପେକେଟ ଗ୍ରାମର ଭୁଷ୍କଳନ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ।

ପେକେଟ ଗ୍ରାମର ଭୁଷ୍କଳନ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ।

ଗଜପତି (ମନୋଜ ପାଢୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ପଞ୍ଚାୟତର ପେକଟ ଗ୍ରାମରେ ଗତ ଦିନରେ ଲଗାଣ ବର୍ଷା ଯୋଗୁଁ ଭୁଷ୍କଳନ ଘଟିଥିଲା। ଯାହା ଦ୍ଵାରା ଉକ୍ତ ଗ୍ରାମର ବାପା ପୁଅ କାର୍ତ୍ତିକ ଶବର ଏବଂ ରାଜିବ ଶବରଙ୍କ ଭୁଷ୍କଳନ ଯୋଗୁଁ ମୃତ୍ୟୁ ବରଣ ହୋଇ ଯାଇଥିଲା। ଯାହା ଫଳରେ ଜିଲ୍ଲା ଅଧିକାରୀ ଅଗ୍ନିଶମ ଯବାନ, ଓଡ଼ରଫ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଦୁଇ ବାପା ପୁଅଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଏହି ପରୀପ୍ରେକ୍ଷୀରେ ଆଜି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଉକ୍ତ ପେକଟ ଗ୍ରାମ ଘଟଣା ସ୍ଥଳରେ ପହଞ୍ଚି ଦୁଃଖି ପରିବାର ସହ ଆଲୋଚନା କରିଥିଲେ। ଏଥି ସହ ଉକ୍ତ ପରିବାରକୁ କିଛି ରାସନ୍ ସାମଗ୍ରୀ ସହ ଆର୍ଥିକ ରାଶି ସହାୟତା କରି ଆଶ୍ଵାସନା ପ୍ରଦାନ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *