ରାଉରକେଲା: ତିନି ବର୍ଷ ହେଲା ରାଉରକେଲାରେ ରହି ବିଭିନ୍ନ ଅଞ୍ଚଳରୁ ସୁନା ସଫେଇ ଆଳରେ ଲୁଟୁଥିଲେ। କେବଳ ରାଉରକେଲା ନୁହେଁ, ବରଂ ପଡ଼ୋଶୀ ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ବି ଏମାନେ ବେଶ୍ ସକ୍ରିୟ ଥିଲେ। ଶେଷରେ ରାଉରକେଲା ପୁଲିସ ଏହି ଗ୍ୟାଙ୍ଗ୍ର ୮ ଜଣଙ୍କୁ ଗିରଫ କରିଛି। ଏହାସହ ସବୁ ଜାଣି ଘର ଭଡ଼ା ଦେଇଥିବା ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ୧୦୩.୩ ଗ୍ରାମ ସୁନା ଜବତ ହୋଇଛି।
Related Posts
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ….
ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ମହା ତ୍ରିରଙ୍ଗା ଯାତ୍ରା ପାଳିତ…. କନ୍ଧମାଳ :- (କୁନା ଦିଗାଲଙ୍କ ରିପୋର୍ଟ )ଆସନ୍ତା ୧୫ ଅଗଷ୍ଟ ପାଇଁ ଦେଶର ୭୮ ତମ…
ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି ।
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ…
ସିଲିଣ୍ଡର ଫାଟିଲା ୩ ଗୁରୁତର
ରାୟଗଡ଼ା: ରୋଷେଇ ବେଳେ ଫାଟିଲା ସିଲିଣ୍ଡର; ୩ ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ଜଣଙ୍କୁ ବିଶାଖାପାଟଣା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଭୋରରୁ ରୋଷେଇ ବେଳେ ଅଘଟଣ…