ମୋହନା ତହସିଲିଦାର ଦ୍ବାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସର ଠାରେ ଅନୁସୁଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟ ବଣ୍ଟନ କରାଯାଇଥିଲା । ମୋହନା ତହସିଲ୍ ଅନ୍ତର୍ଗତ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ବ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲିଦାର ସତ୍ୟବାନ ନାୟକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ଷମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ଏଫଆରଏ କର୍ମଚାରୀ ପଉସ୍ଥିତିରେ ପଟ୍ଟ ବଣ୍ଟନ କରାଯାଇଥିଲା ।
Related Posts
ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର 52 ତମ ସ୍ଵନକ୍ଷତ୍ର ଦିବସ ପାଳିତ
*ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର 52 ତମ ସ୍ଵନକ୍ଷତ୍ର ଦିବସ ପାଳିତ* ନୂଆପଡା ଜିଲ୍ଲା ( ଓମ୍ ପ୍ରକାଶ ଚୌଧୁରୀ)ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ…
ମାଟିରେ ମିଶିଲା ମଡେଲ ଡିଗ୍ରି କଲେଜ !୧୨ କୋଟି ଟଙ୍କାର କୋଠା ମିଶାଇବା ପ୍ରସଙ୍ଗ ଜିଲ୍ଲା ରେ ଚର୍ଚ
ମାଟିରେ ମିଶିଲା ମଡେଲ ଡିଗ୍ରି କଲେଜ ___________________________________ ସେମିଳିଗୁଡା:(ରିପୋର୍ଟ :ch Kurma Rao) ଶିକ୍ଷାଦାନ ପୂର୍ବରୁ ମାଟିରେ ମିଶିଛି ୧୨ କୋଟି ଟଙ୍କାର ମଡେଲ କଲେଜ୍ ।କୋରାପୁଟ…
ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଅସୁରକ୍ଷିତ ଭାବେ ପଡ଼ି ରହିଛି ଲୋକଙ୍କ ଦସ୍ତାବିଜ।
ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟେ ଓ ତେନ୍ତୁଲି ସାହିର ବ୍ଲକ ଘର ପଛପଟେ ପରିତ୍ୟକ୍ତ ଅବସ୍ଥାରେ ଅସୁରକ୍ଷିତ ଭାବେ ପଡ଼ି ରହିଛି ଲୋକଙ୍କ ଦସ୍ତାବିଜ।…