ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ସଂକ୍ରିଡା ଗ୍ରାମ ଠାରେ ଗତକାଲି ସନ୍ଧ୍ୟାରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହୋଇଥିଲା। ଏଥିରେ ରଘୁନାଥ ମନ୍ଦିର ର ଦଧିନଉତି ଭାଂଗି ତଳେ ପଡିଗଲା। ଏହା ସହିତ ରାଧେଶ୍ୟାମ ବିଶି, ସୁବାଷ ଚନ୍ଦ୍ର ପୁରୋହିତ ଓ କୃପାସିନ୍ଧୁ ପୁରୋହିତ କଂ ମୂଲ୍ୟବାନ ବିଦ୍ୟୁତ ଚାଳିତ ସାମଗ୍ରୀ ବଜ୍ରାଘାତ ପୋଡି ଯାଇଛି। ଏହି ସମୟରେ ସଂକ୍ରିଡା ଗ୍ରାମରେ ଆତଙ୍କ ଖେଳିଯାଇଥିଲା।
ରଘୁନାଥ ମନ୍ଦିର ର ଦଧିନଉତି ଭାଂଗି ତଳେ ପଡିଗଲା
