ନୂଆଦିଲ୍ଲୀ: ନକ୍ସଲ ସଂଗଠନ ଦୁର୍ବଳ, ଗଢଚିରୋଲୀରେ ୨ ମହିଳା ନକ୍ସଲ ନିହତନୂଆଦିଲ୍ଲୀ: ଦେଶରେ ନକ୍ସଲ ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଛି। ସୁରକ୍ଷାକର୍ମୀଙ୍କ ଲଗାତାର ଅପରେସନ ଓ ଏନକାଉଣ୍ଟରରେ ନକ୍ସଲମାନେ ନିହତ ହେବା ସହିତ ବହୁମାନେ ଆତ୍ମସମର୍ପଣ କରୁଛନ୍ତି।ଆଜି ମହାରାଷ୍ଟ୍ରର ଗଢଚିରୋଲୀ ଜିଲ୍ଲାରେ ସୁରକ୍ଷାବଳୀଙ୍କ ସହିତ ଗୁଳିବିନିମୟରେ ୨ ମହିଳା ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସେଠାରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଚାଲିଥିବା କୁହାଯାଇଛି।
ନୂଆଦିଲ୍ଲୀ, ନକ୍ସଲ, ଗଢଚିରୋଲୀ, ଏନକାଉଣ୍ଟର, ମହିଳା ନକ୍ସଲ, ସୁରକ୍ଷାକର୍ମୀ, ଆତ୍ମସମର୍ପଣ
