ନକ୍ସଲ, ସରଣ୍ଡା, ପଶ୍ଚିମ ସିଂହଭୂମି, ସୁରକ୍ଷାବାହିନୀନକ୍ସଲ, ସରଣ୍ଡା, ପଶ୍ଚିମ ସିଂହଭୂମି, ସୁରକ୍ଷାବାହିନୀ

ରାଉରକେଲା:ଆଜି ସକାଳେ ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ସିପିଆଇ (ମାଓବାଦୀ) ନକ୍ସଲମାନଙ୍କ ମଧ୍ୟରେ ଭୟାବହ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ଓରଫ ଆପ୍ତନ ନିହତ ହୋଇଛି।

By admin

Leave a Reply

Your email address will not be published. Required fields are marked *