ରାଜଗିର (ବିହାର) | 4 ସେପ୍ଟେମ୍ବର 2025ପୁରୁଷ ହକି ଏସିଆ କପର ସୁପର-ଫୋର ରାଉଣ୍ଡରେ ଭାରତୀୟ ଦଳ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ୪ ସେପ୍ଟେମ୍ବରରେ ମାଲେସିଆ ବିପକ୍ଷରେ ୪-୧ ଗୋଲରେ ଚମତ୍କାର ଜୟ ପାଇଛି। ୬ ସେପ୍ଟେମ୍ବରରେ ଚୀନ୍ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ପୂର୍ବରୁ ଦକ୍ଷିଣ କୋରିଆ ବିପକ୍ଷରେ ୨-୨ ଡ୍ର ଥିଲା।
ଭାରତୀୟ ପୁରୁଷ ହକି ଦଳର ୪-୧ ଚମତ୍କାର ବିଜୟ; ଏବେ ଚୀନ୍ ସହ ୬ ସେପ୍ଟେମ୍ବରେ ମୁକାବିଲା

