ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ

ସୁନ୍ଦରଗଡ଼ରେ ୨୦ ଲକ୍ଷର ବାଣ ଜବତ

ରାଉରକେଲା: ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ପୋଲିସ୍। ସୁନ୍ଦରଗଡ଼ ଜିଲ୍ଲା ପ୍ଲାଣ୍ଟ ସାଇଟ୍ ଥାନା ନିକଟ ଡେଲି ମାର୍କେଟରୁ ବାଣ ଜବତ କରାଯାଇଛି।ପ୍ରାୟ ୨୦ଲକ୍ଷ ଟଙ୍କାର ୨୦୦ ପ୍ରକାରର ବେଆଇନ ବାଣ ଜବତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *