ରାୟଗଡା ଜ଼ିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ପାଇଁ ବହୁତ ଯୁବ କାର୍ଯ୍ୟ କର୍ତା ଲୋଭି ରେ ଅଛିନ୍ତି କିନ୍ତୁ ଆଜି ବିଶେଷ ସୂତ୍ରରୁ ରୁ ଜଣା ପଡିଛି ଶ୍ରୀ B. ଦୁର୍ଗା ପ୍ରସାଦ ଚୌଧୁରୀ @ଛିଣ୍ଟୁ ଚୌଧୁରୀ ମଧ୍ୟ୍ୟ ବିଜେପି ଜ଼ିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପାଇଁ ଲଭିରେ ଅଛନ୍ତି…ଶ୍ରୀ ଚୌଧୁରୀ ପୂର୍ବତନ ରାୟଗଡା ନଗର ଯୁବ ମୋର୍ଚ୍ଚା ସଭାପତି ଭାବେ ମଧ୍ୟ୍ୟ ରହି ଛନ୍ତି ଏବଂ ସେ ଛାତ୍ର ଯିବନ ରୁ ରାଜନୀତି କରି ଆସୁ ଛନ୍ତି ଶ୍ରୀ ଚୌଧୁରୀ Odisha Student Union Association ରେ ମଧ୍ୟ୍ୟ ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ ତୁଲେଇ ଛନ୍ତି ତାହା ବ୍ୟତୀତ ଶ୍ରୀ ଚୌଧୁରୀ ବିଗତ ଦିନରେ ରାୟଗଡା ଜ଼ିଲ୍ଲା ଶୁଣ୍ଢୀ ସମାଜ ରୋ ଯୁବ ସଭାପତି ମଧ୍ୟ୍ୟ ଥିଲେ।B. ଦୁର୍ଗା ପ୍ରସାଦ ଚୌଧୁରୀ ହେଉଛନ୍ତି ଜାଣେ ସମାଜ ସେବିକା ଙ୍କ ପୁଅ ତାଙ୍କ ମାଆ ଶ୍ରୀ ମତୀ ବାସନ୍ତୀ ଚୌଧୁରୀ ବହୁତ ଗୋଡିଏ ସମାଜ ସେବା ସଂଘଟନ ସହ ଜଡିତ।ରାୟଗଡା ଏବଂ କୋରାପୁଟ ଜ଼ିଲ୍ଲା ରୋ ଯୁବକ ଯୁବତୀ ମାନେ ଶ୍ରୀ ଛିଣ୍ଟୁ ଚୌଧୁରୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଛିଣ୍ଟୁ ଚୌଧୁରୀ ଜଣେ Heavyweight ଯୁବ କାର୍ଯ୍ୟ କର୍ତା ଭାବେ ସୁ ପରିଚିତ।ବ୍ୟକ୍ତି ଗତ ଭାବେ ଛିଣ୍ଟୁ ଚୌଧୁରୀ ଜଣେ ଜଣା ଶୁଣା Realestate ବ୍ୟବସାଇ ଏବଂ ଜମିଦାର ଘରର ପୁଅ।ତାଙ୍କୁ ଯଧି ରାୟଗଡା ଜ଼ିଲ୍ଲା ଯୁବ ମୋର୍ଚ୍ଚା ଜ଼ିଲ୍ଲା ସଭାପତି ଦାଇତ୍ୱ ଦିଆ ଯାଏ ତାହା ହେଲେ Rayagada ଏବଂ କୋରାପୁଟ ଜ଼ିଲ୍ଲା ରୋ ସଂଘଟନ ବହୁତ ମଜବୁତ ହେବ ବୋଲି ବିଜେପି ରୋ ବହୁ କାର୍ଯ୍ୟକର୍ତାଙ୍କ ଆସ ଓ ବିଶ୍ୱାସ।

By admin

Leave a Reply

Your email address will not be published. Required fields are marked *