ଜୟପୁର: ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନାୟକଙ୍କ ଘରେ ଭିଜଲାନ୍ସ ଚଢ଼ାଉ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ।
ରାମ ଚନ୍ଦ୍ର ନାୟକଙ୍କ ଘର ସମେତ ୫ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି.