ବୈପାରୀଗୁଡ଼ା: କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଦମକଳବାହିନୀ ଗାଡ଼ି। ଗୁପ୍ତେଶ୍ୱର ରାସ୍ତା ଶୁକନାଳ ଘାଟିରେ ଘଟିଛି ଦୁର୍ଘଟଣା। କାଉଡ଼ିଆଙ୍କ ଉପରେ ଗାଡ଼ି ମାଡ଼ିଯିବା ପରେ ଚା’ ଦୋକାନରେ ପଶିଗଲା। ଚା’ ଦୋକାନରେ ଥିବା ଜଣେ ନାବାଳକ ମୃତ। ବ୍ରେକଫେଲ୍ ହେବାରୁ ଦୁର୍ଘଟଣା ଘଟିଥିବା ସୂଚନା।