*ପୁଣି ଜଣେ ଯୁବତୀଙ୍କୁ ଛୁରାମାଡ଼*
ନିମଖଣ୍ଡି ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର । ଗତକାଲି କରାପଲ୍ଲୀରେ ନାବାଳିକାକୁ ହତ୍ୟା ଘଟଣା ର ୨୪ ଘଣ୍ଟା ମଧ୍ୟରେ ଆଜି ଜଣେ ଯୁବତୀ ହତ୍ୟା ଉଦ୍ୟମ ହୋଇଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।*ଗୁରୁତର ଆହତ ଯୁବତୀ ଗଣିଆ ନାଳ ଅଞ୍ଚଳର ଅଳକା ନନ୍ଦ ମାହାଙ୍କୁଡ ବ୍ୟାଙ୍କ କଲୋନୀ ଷଷ୍ଠ ଗଳିରେ ରହୁଥିବା ବେଳେ ଅଭିଯୁକ୍ତ ଯୁବକ କିରଣ ଦାସ ବିଜିପୁର ଅଞ୍ଚଳର ବୋଲି ଜଣାପଡିଛି।
