ଡ଼. ବି ଆର୍ ଆମ୍ବେଦକର ଙ୍କୁ ସମ୍ମାନ ଓ ତାଙ୍କ ଜୀବନୀ ଉପରେ ଭାରତିୟ ଜନତା ପାର୍ଟି ଦ୍ଵାରା ଆଜି କୋରାପୁଟ ଆଦିବାସି ସଂଗ୍ରହାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଡ଼. ବି ଆର୍ ଆମ୍ବେଦକର ଙ୍କୁ କଂଗ୍ରେସ କିପରି ଅପମାନ କରିଥିଲା ଏବଂ ସମ୍ବିଧାନ ର ଅପବ୍ୟବହାର କରିଥିଲା ଏହା ଉପରେ ବ୍ୟଠକ ହୋଇଥିଲା ଶ୍ରୀ ବଳଭଦ୍ର ମାଝି (M P ନବରଙ୍ଗପୁର) ଓ ଶ୍ରୀ ଯଦୁମଣି ମାଝି ମୁଖ୍ୟ ବକ୍ତା ଭାବେ ଅଂକ୍ଷଗ୍ରହଣ କରିଥିଲେ ଏବଂ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ (ପୁରୁଣା ଜିଲ୍ଲା ଶୋଭାପତି) ଶ୍ରୀ ସୁମନ୍ତ ପ୍ରଧାନ , ଲୋକସଭା ପ୍ରାର୍ଥୀ ଶ୍ରୀ କାଳୀରାମ ମାଝି ରଜ୍ୟ ସମ୍ପାଦିକା ଶ୍ରୀ ମତି ପୂର୍ଣ୍ଣିମା ନାୟକ ଉପସ୍ତିତ ଥିଲେ ଆଜିର ବୈଠକ ସୋଭାପତିତ୍ଵ କରିଥିଲେ ଜିଲ୍ଲା ର ଉପ ସୋଭାପତି ଶ୍ରୀ ଦେବୀ ପ୍ରସାଦ କର ଓ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ସିଦ୍ଧାର୍ଥ ଶଙ୍କର ମୁଦୁଲି (ପୁରୁଣା ନଗର ସୋଭାପତି) କୋରାପୁଟ . ଜିଲ୍ଳା ର ବଶିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ର ବିଭିନ୍ୟ ସାମାଜିକ ବର୍ଗ ର ପ୍ରତିନିଧି ମଣ୍ଡଳୀ ଏହି ବୈଠକ ରେ ଉପସ୍ଥିତ ଥିଲେ…।

