ଟ୍ରାକ୍ଟର ଦୁର୍ଘଟଣା ଶ୍ରମିକ ମୃତ୍ୟୁ
ଆର, ଉଦୟଗିରି(ମନୋଜ କୁମାର ପାଢୀ/ ଅନ୍ୟପକ୍ଷରେ ଅଡବା ଥାନା ଅନ୍ତର୍ଗତ କଟାମାରୁ ଅଡବା ଅଭିମୁଖେ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିଥିଲା । ଫଳରେ ଟ୍ରାକ୍ଟରରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପାଟପୁର ଥାନା ଅଧୀନ ଜୟପୁର କଲୋନୀର ଟୁନା ନାୟକ । ଘଟଣାସ୍ଥଳରେ ଅଡବା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖୁଛନ୍ତି ।
