ଗଞ୍ଜାମ ଜିଲ୍ଲା ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଲେ। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି।
Related Posts
ନିଆଁ ଲାଗି ଦୁଇ ଦୋକାନ ଭଶ୍ମିଭୁତ।
ନିଆଁ ଲାଗି ଦୁଇ ଦୋକାନ ଭଶ୍ମିଭୁତ। ଗୁଡାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦୁଇ ଗୋଟି ଦୋକାନ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଭଶ୍ମିଭୁତ ହୋଇଯାଇଛି। ଅଗ୍ନିକାଣ୍ଡ ର…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ ।
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ । ଗଜପତି,୨୫.୭(ମନୋଜ ପାଢ଼ୀ)-:ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ପରିସରରେ “ବିକଶିତ ଭାରତ–୨୦୪୭ ଲକ୍ଷ୍ୟରେ ଜଳବାୟୁ-ଅନୁକୂଳ କୃଷି…
ମାଇନୋରିଟି ପ୍ରାଇଭେଟ୍ ସ୍କୁଲ ଓ ହଷ୍ଟେଲ ଆସୋସିଏସନ୍(MPSHA) ତାରଫରୁ ଉତ୍କଳ ଗୌରବମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ! ।
ମାଇନୋରିଟି ପ୍ରାଇଭେଟ୍ ସ୍କୁଲ ଓ ହଷ୍ଟେଲ ଆସୋସିଏସନ୍(MPSHA) ତାରଫରୁ ଉତ୍କଳ ଗୌରବମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ! ।ଆର,ଉଦୟଗିରି(ମନୋଜ ପାଢୀ/ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନିକଟ ରେ ଥିବା…
