ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ପୁଣି ପୁଲିସପକ୍ଷରୁ ଏକ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛି।

🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲