ଏବିଭିପି କନ୍ଧମାଳ ଜିଲ୍ଲା ର ପ୍ରଶିକ୍ଷଣ ବଗ ଅନୁଷ୍ଠିତ…

କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ର ଦୁଇ ଦିନିଆ ଜିଲ୍ଲା ଅଭ୍ୟାସ ବର୍ଗ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଫୁଲବାଣୀ ଅନୁଷ୍ଠିତ ହୋଇଯାଇଅଛି ଏହି ପ୍ରଶିକ୍ଷଣ ବଗ ରେ ଜିଲ୍ଲା ୨୦ ଅଧିକ ମହା ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ରାଷ୍ଟ୍ରୀୟ ପୁନଃ ନିର୍ମାଣ ଓ ସଂଗଠକ ବିକାଶ ନିମନ୍ତେ ପ୍ରଶିକ୍ଷଣ କରାଯାଇଥିଲା ଏହି ଅଭ୍ୟାସ ବର୍ଗ ରେ ରାଷ୍ଟ୍ରୀୟ ଜନଜାତି କାର୍ଯ୍ୟ ପ୍ରମୁଖ ଶ୍ରୀ ପ୍ରମୋଦ ରାଉତ, ଓଡ଼ିଆ ପୂର୍ବ ପ୍ରାନ୍ତ ସଂଗଠନ ସଂପାଦକ ଶ୍ରୀ ବୁଦ୍ଧଦେବ ବାଗ୍ ,ଓଡ଼ିଶା ପୂର୍ବ ପ୍ରାନ୍ତ ରାଜ୍ୟ ସଂପାଦିକା ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ, ରାଜ୍ୟ ସହ ସଂପାଦିକା ସଜନା କହଁର, ରାଜ୍ୟ ସି.ଡି.ଡି ସଂଯୋଜକ ଓ ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ସୈମିୟ ରଞ୍ଜନ ଡାକୁଆ, ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସଂଗଠନ ସ୍ଥିତି ଶିକ୍ଷା ସ୍ଥିତି ଉପରେ ଆଲୋଚନା ହେବା ସହ ଆଗାମୀ ଶିକ୍ଷା ବର୍ଷ ନିମନ୍ତେ ଜିଲ୍ଲା ନୂତନ ଦାଇତ୍ୱ ଘୋଷଣା ହେଇଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ସହ ସଂଯୋଜକ ଆଶୁତୋଷ ବେହେରା, ଗଂଜାମ ବିଭାଗ ଏସ୍ . ଏଫ୍ ଡି ସଂଯୋଜକ ରଜତ ମହାପାତ୍ର, ଗଂଜାମ ବିଭାଗ ଆର୍ କେ ଏମ୍ ସଂଯୋଜକ ତ୍ରିଲୋଚନ ଗଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ କୃଷ୍ଣ ଷଡ଼ଙ୍ଗୀ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଲକ୍ଷୀ ସାହୁ, ପୂର୍ବତନ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜ ଡାକୁଆ , ବିକାଶ ଦିଗାଲ, ତପନ କହଁର , ଶୁଭଶ୍ରୀ ବେହେରା, ସନପିୟା ଦିଗାଲ, କାହ୍ନା ଗଣ୍ଡା, ଜାମିନ୍ କହଁର , ଓ ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ପୂର୍ବ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ଏହି ପ୍ରଶିକ୍ଷଣ ବଗ ରେ ଉପସ୍ଥିତ ଥିଲେ।

By admin

Leave a Reply

Your email address will not be published. Required fields are marked *