ବିଧବା ଭତ୍ତା ପାଇଁ ନ ମାସ ହେଲା ଦୌଡ଼ୁଛନ୍ତି ଅସହାୟ ବିଧବା ମା ରଜନୀ ପ୍ରଧାନ

ବିଧବା ଭତ୍ତା ପାଇଁ ନ ମାସ ହେଲା ଦୌଡ଼ୁଛନ୍ତି ଅସହାୟ ବିଧବା ମା ରଜନୀ ପ୍ରଧାନ

ବିଧବା ଭତ୍ତା ପାଇଁ ନ ମାସ ହେଲା ଦୌଡ଼ୁଛନ୍ତି ଅସହାୟ ବିଧବା ମା ରଜନୀ ପ୍ରଧାନ…..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ଏହିଭଳି ଏକ ଗରିବ ଅସହାୟ ବିଧବା ମା ହେଉଛନ୍ତି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଉପର କଙ୍ଗେରିକିଆ ଗ୍ରାମର ରଜନୀ ପ୍ରଧାନ ନ ମାସ ହେଲା ସ୍ଵାମୀ ମୃତ୍ୟୁ କୁ ବଧବା ଭତ୍ତା ସେ ପାଇ ନାହାଁନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯାଥା ଶୀଘ୍ର ବିଧବା ଭତ୍ତା ଟଙ୍କା ପ୍ରଦାନ ନିମନ୍ତେ ଜଶବନ୍ତ ପ୍ରଧାନ ରିଙ୍କୁ ପ୍ରଧାନ ଓ ଶ୍ରୀକାନ୍ତ ପ୍ରଧାନ ଦାବି କରିଛନ୍ତି।