ସୁନାବେଡ଼ା HAL ଟାଉନସିପ୍ ନିକଟରେ କାର୍ ଦୁର୍ଘଟଣା, ସମସ୍ତେ ସୁରକ୍ଷିତ

ସୁନାବେଡ଼ା HAL ଟାଉନସିପ୍ ନିକଟରେ କାର୍ ଦୁର୍ଘଟଣା, ସମସ୍ତେ ସୁରକ୍ଷିତ

ସୁନାବେଡ଼ା HAL ଟାଉନସିପ୍ ନିକଟରେ କାର୍ ଦୁର୍ଘଟଣା, ସମସ୍ତେ ସୁରକ୍ଷିତ

ସୁନାବେଡ଼ା: HAL ସୁନାବେଡ଼ାର R-Zone ରୋଡ୍ ନିକଟରେ ଏକ ଲାଲ୍ ରଙ୍ଗର SUV କାର୍ (OD 02 BP 9746) ଦୁର୍ଘଟଣାଗ୍ରସ୍ତ ହୋଇଛି। HAL ଟାଉନସିପ୍ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ କାର୍‌ଟିର ସାମ୍ନା ଭାଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।ଆଶ୍ୱସ୍ତିର କଥା, ଏହି ଦୁର୍ଘଟଣାରେ କାହାରି କୌଣସି ଆଘାତ ଲାଗିନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।ରିପୋର୍ଟ: ଚନ୍ଦନ ପ୍ରସାଦInformation Media | Sunabeda, Koraput