ଜୟପୁରରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା TWILLS କପଡ଼ା ଦୋକାନ

ଜୟପୁରରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା TWILLS କପଡ଼ା ଦୋକାନ

ଜୟପୁରରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା TWILLS କପଡ଼ା ଦୋକାନ

ଜୟପୁର | କୋରାପୁଟଜୟପୁର ସହରର ସୌରା ସାହି ଛକରେ ଥିବା TWILLS କପଡ଼ା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହପ୍ରାଥମିକ ସୂଚନା ଅନୁଯାୟୀ, ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପଅଗ୍ନିକାଣ୍ଡର ପ୍ରକୃତ କାରଣ, କ୍ଷୟକ୍ଷତିର ପରିମାଣ ଏବଂ ଏହି ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ, ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ।

ସତର୍କ ରୁହନ୍ତୁ, ବିଦ୍ୟୁତ୍ ସୁରକ୍ଷାକୁ ଗୁରୁତ୍ୱ ଦିଅନ୍ତୁ।

INFORMATION MEDIA

ଖବର ଆପଣଙ୍କ ଅଞ୍ଚଳର, ସ୍ୱର ସମସ୍ତଙ୍କରl