ଗଞ୍ଜାମ ଜିଲ୍ଲା ପଞ୍ଚମା ଗଣେଶ ମନ୍ଦିରରେ ଭକ୍ତଙ୍କ ସମାଗମ

ଗଞ୍ଜାମ ଜିଲ୍ଲା ପଞ୍ଚମା ଗଣେଶ ମନ୍ଦିରରେ ଭକ୍ତଙ୍କ ସମାଗମ

ଗଞ୍ଜାମ ଜିଲ୍ଲା ପଞ୍ଚମା ଗଣେଶ ମନ୍ଦିରରେ ଭକ୍ତଙ୍କ ସମାଗମପଞ୍ଚମା ଗଣେଶ ମନ୍ଦିରରେ ଆଜି ଭକ୍ତଙ୍କ ସମାଗମଗଞ୍ଜାମ: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ପଞ୍ଚମାସ୍ଥିତ ପ୍ରସିଦ୍ଧ ଗଣେଶ ମନ୍ଦିରରେ ଆଜି ଗଣେଶ ପୂଜା ଅବସରରେ ଭକ୍ତଙ୍କ ବିପୁଳ ସମାଗମ ହେବାକୁ ଯାଉଛି। ପ୍ରତିବର୍ଷ ଏହି ପ୍ରସିଦ୍ଧ ଗଣେଶ ମନ୍ଦିରକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସି ପ୍ରଭୁ ଗଣେଶଙ୍କ ଦର୍ଶନ କରିଥାନ୍ତି।ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ନଜରରେ ରଖି ମନ୍ଦିର ପରିସରରେ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟବସ୍ଥା ହୋଇଛି।ଗଣେଶ ପାଣିଗ୍ରାହୀ ରିପୋର୍ଟ