ରେମଣ୍ଡା ରୁ ମହୁଲପାଲି ପ୍ରଧାନମନ୍ତ୍ରୀ ରାସ୍ତା ରେ ଗର୍ତ୍ତ ମରାମତି ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା ରୁ ମହୁଲପାଲି ପ୍ରଧାନମନ୍ତ୍ରୀ ରାସ୍ତା ରେ ଗର୍ତ୍ତ ମରାମତି ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା ରୁ ମହୁଲପାଲି ପ୍ରଧାନମନ୍ତ୍ରୀ ରାସ୍ତା ରେ ଗର୍ତ୍ତ ମରାମତି ପାଇଁ ଜନସାଧାରଣକଂ ଦାବି ହେଉଛି।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ରୁ ମହୁଲପାଲି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଭୁକ୍ତ ହୋଇ ନିର୍ମାଣ ହୋଇଥିଲା । ଆଜି ବର୍ଷା ଯୋଗୁଁ ରାସ୍ତା ମଝି ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଅଂଚଳର ମୁଖ୍ୟ ରାସ୍ତା ।ଏହି ରାସ୍ତା ଦେଇ ମହୁଲପାଲି, ନାଗପଡ଼ା, ଡୁଙ୍ଗୁରିପାଲି ସମେତ ଅନ୍ୟାନ୍ୟ ଗ୍ରାମ ର ଜନସାଧାରଣ ଯିବା ଆସିବା କରିଥାନ୍ତି, ଏହା ସହିତ ଉଚ୍ଚ ବିଦ୍ୟାଳୟ,ରେମଣ୍ଡା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଯିବା ଆସିବା କରିଥାନ୍ତି। ବରଗଡ ଜିଲ୍ଲା ପ୍ରଶାସନ ତଥା ବରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ ହେଉଛି।