ରେମଣ୍ଡା ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ସୁବିଧା କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ସୁବିଧା କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।

ରେମଣ୍ଡା ଠାରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ସୁବିଧା କରିବା ପାଇଁ ଜନସାଧାରଣକଂ ଦାବି ହେଉଛି।

ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମ ଠାରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ରାସ୍ତା ଉପରେ ବର୍ଷାପାଣି ଜମି ରହୁଛି ।ଗତ ତାରିଖ ୨୯,୬ ଦିନ ରାସ୍ତା ର ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବାରୁ ରାସ୍ତା ଉପରେ ମାଟି, ଖଣ୍ଡିଆ ଇଟା ଜମିଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଜନସାଧାରଣ, ସ୍କୁଲ କଲେଜ ଛାତ୍ର ଛାତ୍ରୀ , ବୁଢ଼ା ବୁଢି, ବାଇକ ଆରୋହୀ ମାନଙ୍କ ପାଇଁ ଏକଫୁଟ ପାଣି ଯିବା ଆସିବା ରେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଆହୁରି ବର୍ଷା ହେଲେ, ବହୁତ ଅସୁବିଧା ହେବାର ସମ୍ଭାବନା ରହିଛି। ଫଳରେ ପଂଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜନସାଧାରଣଙ୍କ ଦାବି ହେଉଛି।