ବଜ୍ରାଘାତ ରେ ଚାରି ଆହତ ।

ବଜ୍ରାଘାତ ରେ ଚାରି ଆହତ ।

ବଜ୍ରାଘାତ ରେ ଚାରି ଆହତ ।

ଗଜପତି -୧.୫(ମନୋଜ ପାଢ଼ୀ) ଆଜି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ପରିସଲ ଗ୍ରାମ ପଞ୍ଚାୟତ ସ୍ଥିତ ସିନ୍ଧବା ଗ୍ରାମରେ ବଜ୍ରାଘାତରେ ଦେଢ଼ ବର୍ଷର ଶିଶୁ କନ୍ୟା ସମେତ ଚାରି ଜଣ ଆହତ l ଆହତ ମାନେ ହେଲେ ସିନ୍ଧବା ଗ୍ରାମର ସାରଥୀ ନାୟକ (୩୫) ମଞ୍ଜୁ ନାୟକ (୨୮)ସମ୍ବାରି ନାୟକ (୬୮)ରୀତିକା ନାୟକ ଦେଢ଼ ବର୍ଷ l ଆହତ ମାନେ ଗୋଟିଏ ପରିବାର ର ହୋଇଥିବା ବେଳେ ବର୍ଷା ସମୟରେ ସମସ୍ତେ ଗୋଟିଏ ଘରେ ଥିଲେ l ସାଙ୍ଗେ ସାଙ୍ଗେ ଆହତ ମାନଙ୍କୁ ଅଟୋ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା l ଡାକ୍ତର ସୁବ୍ରତ କୁମାର ସାହୁ ଓ ଶ୍ରୀଧର ସାହୁ ଏବଂ ଆୟୁଷ ଡାକ୍ତର ସଂଜୀବ କୁମାର ସିଂ ଚିକିତ୍ସା କରିଥିଲେ l