ବାଣ ଫୁଟି ୩ ଶିଶୁ ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା କୁମାରବସ୍ତ ଗାଁରେ ବାଣ ଫୁଟି ୩ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳକ ଓ ଜଣେ ନାବାଳିକା।
ମହାଶିବରାତ୍ରୀ ପାଇଁ ଆସିଥିବା ବାଣ ଫୁଟାଉଥିବା ବେଳେ ଘଟିଛି ଏହି ଅଘଟଣ।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group