ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରୁ ଆହତ ହରିଣ ଛୁଆ ଉଦ୍ଧାର l

ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରୁ ଆହତ ହରିଣ ଛୁଆ ଉଦ୍ଧାର l

ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣ ରୁ ଆହତ ହରିଣ ଛୁଆ ଉଦ୍ଧାର l

ଗଜପତି,୧୬.୨(ମନୋଜ ପାଢ଼ୀ):- ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣ ରୁ ଆହତ ଅବସ୍ଥାରେ ଏକ ହରିଣ ଉଦ୍ଧାର ହୋଇଛି lଜଙ୍ଗଲ ରୁ ବାଟବଣା ହୋଇ ସହର ମଧ୍ୟକୁ ଚାଲିଆସିଥିବା ସନ୍ଦେହ କରାଯାଉଛି l ସ୍ଥାନୀୟ ଯୁବକ ମାନେ ତାକୁ ଉଦ୍ଧାର କରି ପ୍ରାଣୀ ଧନ ସହାୟକ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଛନ୍ତି l ସୂଚନା ପାଇ ମୋହନା ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ହରିଣ ଛୁଆକୁ ଉଦ୍ଧାରକାରୀ ବନ ବିଭାଗ ତାର ପର୍ଯ୍ୟବେକ୍ଷଣରେ ରଖିଛନ୍ତି l