ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡିମେରା ୩ ୟ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l

ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡିମେରା ୩ ୟ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l

ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡିମେରା ୩ ୟ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l

ଗଜପତି,୧୩.୧ (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣ୍ଡିମେରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୩ ୟ ତମ୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l ଏଥିରେ ମୁଖ୍ୟ ଅଥିତି ଭାବରେ ମୋହନା ଗୋଷ୍ଠୀ ଶିକ୍ଷାଅଧିକାରି ନରେନ୍ଦ୍ର କୁମାର ବେହେରା ଉପସ୍ଥିତ ଥିବା ବେଳେ l ପ୍ରଥମ ରୁ ଦଶମ ଶ୍ରେଣୀ 150 ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ମୁଖ୍ୟଭକ୍ତ ଭବାରେ ସିସିଆରସି ମଳୟ କୁମାର ନାୟକ, ସରପଞ୍ଚ ମାରିୟମ ମାଝୀ, ସମିତି ସଭ୍ୟା ରିତା ମଲ୍ଲିକ,ଉପସ୍ଥିତ ଥିଲା ପ୍ରଧାନ ଶିକ୍ଷକ ହରିମଣ୍ଡଳ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରି ଶିକ୍ଷକ ସୀମାଞ୍ଚଳ, ରବୀନ୍ଦ୍ର ସାହୁ, ଡି ବାବୁ,ସମସ୍ତେ ଶିକ୍ଷକ ଶିକ୍ଷତ୍ରୀ ପରିଚାଳନ କରିଥିଲେ l